Special Story: New Odisha Governor Brajamohan Ram Arrives; Oath-Taking Tomorrow

ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବେ ଆସନ୍ତାକାଲି ଶପଥ ନେବେ ବ୍ରଜମୋହନ ରାମ। ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ମୁଖ୍ୟ ଶାସନ ସଚିବ। ଓଡ଼ିଶାର ରାଜ୍ୟପାଳ ଭାବେ ବ୍ରଜମୋହନଙ୍କ ନାଁ ଘୋଷଣା ପରେ ବିଜେପି ସଂଗଠନ ଉପରେ ତାଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ହେଲେ ଆସନ୍ତାକାଲି ରାଜ୍ୟପାଳ ଭାବେ ବିଧିବଦ୍ଧ ଦାୟିତ୍ୱ ନେବା ପରେ ବ୍ରଜମୋହନଙ୍କ ପାଇଁ କଣ ରହବି ଚ୍ୟାଲେଞ୍ଜ, ଦେଖନ୍ତୁ ଏହି ରିପୋର୍ଟ। ... #OdishaNews #OdishaGovernor #BrajamohanRam #LokBhavan #SpecialStory #GovernorOath #OdishaPolitics #HigherEducation #CentreStateRelations #BrajamohanRam_Odisha #GovernorOath_Bhubaneswar #JagannathDarshan_Puri #OdishaTV…
Read the full report on Otv News
Story file
- Section
- Politics
- Topics
- ISRO & space, AI & gadgets, Railways & travel
- Places
- Jharkhand, Odisha
- First reported by
- Otv News
- Reporter
- otv
- Published
- Saturday, 17 October 2026, 8:28 pm IST
- Coverage
- One outlet so far
How this page works. The Headline Update lists this report from Otv News with a short summary and a link to the original. The original reporting and photograph belong to the publisher. Spotted an error in our summary? Tell our corrections desk.



