Odisha Pays Tribute to Martyr Cops on 67th Police Commemoration Day

#ସହିଦ_ପୋଲିସଙ୍କୁ_ଶ୍ରଦ୍ଧାଞ୍ଜଳି ନକ୍ସଲ ଅପରେସନ୍ ଠାରୁ ଆରମ୍ଭ କରି ଅପରାଧୀଙ୍କ ବିରୋଧରେ ଲଢ଼େଇ ବେଳେ ସହିଦ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି । କଟକ ବକ୍ସି ବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି। ଏଥିରେ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡିଜିପି କହିଛନ୍ତି, ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ। ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ। ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏହି ଅବସରରେ କହିଛନ୍ତି। ୨୦୦୦ ମସିହା ବେଳକୁ ଶହୀଦ ହୋଇଥିବା ପୋଲିସଙ୍କ…
Read the full report on Otv News
Story file
- Section
- Politics
- Topics
- ISRO & space, Crime & safety, AI & gadgets
- Places
- Odisha
- First reported by
- Otv News
- Reporter
- otv
- Published
- Wednesday, 21 October 2026, 11:29 am IST
- Coverage
- One outlet so far
How this page works. The Headline Update lists this report from Otv News with a short summary and a link to the original. The original reporting and photograph belong to the publisher. Spotted an error in our summary? Tell our corrections desk.



