Friday, 9 October 20269:02 am ISTIndia edition

सच, सीधे आप तक

Book ad space

Just in

Tech

Jagannath-Like Markings Found on Turtle’s Shell, Rescued From Abandoned Well in Cuttack

Image: Otv News. Rights remain with the publisher.

#କଇଁଛ_ପିଠିରେ_ଜଗନ୍ନାଥ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଶ୍ରୀଜଗନ୍ନାଥଙ୍କ ସଦୃଶ ଦେଖାଯାଉଥିବା ଏକ କଇଁଛ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକୋଳବା ଗ୍ରାମପଞ୍ଚାୟତର ମାଳିସାହି ଗ୍ରାମର ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କଇଁଛଟିର ପିଠିର ଆକୃତି ଓ ପ୍ରାକୃତିକ ଚିହ୍ନ ଶ୍ରୀଜଗନ୍ନାଥଙ୍କ ଚିତ୍ର ସଦୃଶ ଦେଖାଯିବା ପରେ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କଇଁଛ ପିଠିରେ କେହି ଜଣେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବା ଅନୁମାନ କରାଯାଉଛି। ଏନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। A turtle resembling Lord Jagannath in appearance was rescued from an abandoned well in Malisahi village under Kokolaba Gram Panchayat in Narasinghpur block of Cuttack…

Read the full report on Otv News

Story file

Section
Tech
Topics
ISRO & space, AI & gadgets
Places
Odisha
First reported by
Otv News
Reporter
otv
Published
Thursday, 8 October 2026, 7:22 pm IST
Coverage
One outlet so far

How this page works. The Headline Update lists this report from Otv News with a short summary and a link to the original. The original reporting and photograph belong to the publisher. Spotted an error in our summary? Tell our corrections desk.

Related stories

More Tech news

See all