Andhra Police Step Up Patrolling in Kotia, Hold Talks with Odisha Police

ସୀମାନ୍ତ ଗାଁରେ ପୋଲିସ ପିକେଟିଂ ଓ ପେଟ୍ରୋଲିଂକୁ ଜୋରଦାର କରିଛି ଆନ୍ଧ୍ର। ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ଡିଏସ୍ ପି ଭେଙ୍କଟ ଶିଶାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ କୋଟିଆ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି। ଏପରିକି ଓଡ଼ିଶା ପୋଲିସ ସହ ମଧ୍ୟ ଆଲୋଚନା କରିଛି ଆନ୍ଧ୍ର ପୋଲିସ। ଅନ୍ୟପଟେ, କୋଟିଆର ବିଭିନ୍ନ ସ୍ଥାନରେ ଓଡ଼ିଶା ପୋଲିସ ପକ୍ଷରୁ ଅସ୍ଥାୟୀ ଚେକ୍ ପୋଷ୍ଟ ଓ ବ୍ୟାରିକେଡ୍ ନିର୍ମାଣ ପରେ ଆନ୍ଧ୍ର ପୋଲିସର ଏଭଳି ତତ୍ପରତାକୁ ନେଇ ବଢ଼ିଛି ଚର୍ଚ୍ଚା। Andhra Pradesh Police have intensified security measures in the border villages of Kotia by strengthening police picketing and patrolling. A police team led by Parvathipuram Manyam district DSP Venkata…
Read the full report on Otv News
Story file
- Section
- Tech
- Topics
- ISRO & space, Crime & safety, AI & gadgets, Defence & security
- Places
- Andhra Pradesh, Odisha
- First reported by
- Otv News
- Reporter
- otv
- Published
- Monday, 26 October 2026, 10:28 pm IST
- Coverage
- One outlet so far
How this page works. The Headline Update lists this report from Otv News with a short summary and a link to the original. The original reporting and photograph belong to the publisher. Spotted an error in our summary? Tell our corrections desk.

